ମହାଚଞ୍ଚୁ Mahāchan̄chu

  • ସଂ. ବି — ଏକପ୍ରକାର ବନ୍ୟ ଶାକ — A kind of wild pot herb
  • ସଂ. ବି — [ଦ୍ର—ଏହା କଟୁ କଷାୟରସ, ମଳଶୋଧକ ଓ ବିଷ ନାଶକ। ଏହା ଔଷଧରେ ଲାଗେ।]