ମର୍ଦ୍ଦକ Marddaka

  • ସଂ. ବିଣ. ପୁଂ. (ମୃଦ୍ ଧାତୁ+କର୍ତ୍ତୃ. ଅକ) — ଦଳନକାରୀ — Crushing
  • ସଂ. ବିଣ. ପୁଂ. (ମୃଦ୍ ଧାତୁ+କର୍ତ୍ତୃ. ଅକ) — ତେଲ ଆଦି ଯେ ଅନ୍ୟର ଦେହରେ ମର୍ଦ୍ଦନ କରେ — Anointing; shampooing