ମର୍ଦ୍ଦନ Marddana
- ସଂ. ବି. (ମୃଦ୍ ଧାତୁ+ଭାବ. ଅନ) — ମର୍ଦ୍ଦ (ଦେଖ) — Mardda (See)
- ପ୍ରାଦେ. (ଗଡ଼ଜାତ) ବି — ତୈଳ ମର୍ଦ୍ଦନ, ସ୍ନାନ ପୂର୍ବରୁ ତୈଳାଭ୍ୟଙ୍ଗ — Anointing oil on the body before bath
- ପ୍ରାଦେ. (ଗଡ଼ଜାତ) ବି — (ଉ—କିମ୍ପା ନୋହିଲା ମର୍ଦ୍ଦନ ନାଜଣା, ବେଗେ ଗଲାତ ନ ଯାଇ ଏ ଜଣା। ଭଞ୍ଜ. ଲାବଣ୍ୟବତୀ।)