ମର୍ଦ୍ଦ ଗାଜି Marddagāji

  • ଦେ. ବି. ପୁଂ — କ୍ଷତ୍ରିୟମାନଙ୍କର ରାଜଦତ୍ତ ଉପାଧିବିଶେଷ — A title bestowed by kings on a distinguished warrior
  • ଦେ. ବି. ପୁଂ — ନାମ ବିଶେଷ — A name given to males
  • ଦେ. ବିଣ — ବାହାଦୁର୍; ବୀର — Heroic; valiant
  • ଦେ. ବିଣ — [ଉ—ଆଗ, ସୁନା ପାଗ ମଝି, ମର୍ଦ୍ଦଗାଜି ପଛ, ଗୁହ ପୋଛ! ଶିଶୁରଞ୍ଜନ ଗୀତ।]