ମର୍ଦ୍ଦଗାଜି ପାଲା Marddagāji pālā
- ଦେ. ବି — ସତ୍ୟନାରାୟଣ ପାଲାରେ ବର୍ଣ୍ଣିତ ଗୋଟିଏ ରାଜପୁତ୍ରର ଗଳ୍ପ — One of the ballads sung in the Satyanārāyaṇa pālā, describing the story of a prince
- ଦେ. ବି — [ଦ୍ର—ଏହା ଦୁଇଟି ଯଥା— 1 ମର୍ଦ୍ଦଗଜି ଜନ୍ମ ପାଲା 2 . ମର୍ଦ୍ଦଗାଜି ବିଭା ପାଲା।] — [ଦ୍ର—ଏହା ଦୁଇଟି ଯଥା—1ମର୍ଦ୍ଦଗଜି ଜନ୍ମ ପାଲା2. ମର୍ଦ୍ଦଗାଜି ବିଭା ପାଲା]