ମନୋଜ୍ଞ Manojn̄a

  • ସଂ. ବି (ମନସ୍+ଜ୍ଞା ଧାତୁ+କର୍ମ. ଅ) — ମନୋହର; ମନୋମୁଗ୍ଧକର; ଅତି ସୁନ୍ଦର — Charming; beautiful; enchanting
  • ଦେ. ବିଣ — ମନଗଢ଼ା; କଳ୍ପନାପ୍ରସୂତ; କାଳ୍ପନିକ — Imaginary; born of one's imagination
  • ଦେ. ବିଣ — ମନୁଆ — Wilful