ମନୋଦତ୍ତା କନ୍ୟା Manodattā kanyā

  • ସଂ. ବିଣ. ସ୍ତ୍ରୀ — ଯେଉଁ କନ୍ୟାକୁ କୌଣସି ବର ସହିତ ବିବାହ ଦେବାପାଇଁ କନ୍ୟାପିତା ମନେ ମନେ ସଂକଳ୍ପ କରିଥାଆନ୍ତି — A daughter who has been bestowed on a bridegroom-elect by a mental resolution of her father or other guardian