ମନୋଜଗତ୍ Manojagat

  • ସଂ. ବି (ମନଃ+ଜଗତ୍; ଆନ୍ତଃକରଣ ରୂପ ବିଶ୍ୱ; ରୂପକ ସମାସ) — ମନୁଷ୍ୟର ଅନ୍ତରରେ ବା କଳ୍ପନା ଚକ୍ଷୁରେ ଅଙ୍କିତ ବ୍ରହ୍ମାଣ୍ଡ — The microcosm; the sun total of a man's imagination and thoughts