ମନୋଜ୍ଞା Manojn̄ā

  • ସଂ. ବିଣ. ସ୍ତ୍ରୀ (ମନୋଜ୍ଞା+ଆ) — ମନୋଜ୍ଞର ସ୍ତ୍ରୀଲିଙ୍ଗ — Feminine of Manojn̄a
  • ସଂ. ବି — କଳା ଜୀରା — Black cumin seed
  • ସଂ. ବି — ଜାଇତ୍ରୀ (ହି. ଶ) — Mace (spice)
  • ସଂ. ବି — ମଦିରା (ହି. ଶ) — Wine