ମନାସ Manāsa

  • ଦେ. ବି (ସଂ. ମାନସ) — ବାଞ୍ଛା — Wish; desire
  • ଦେ. ବି (ସଂ. ମାନସ) — ଦେବତାଙ୍କ ନିକଟ ମାନସିକ କରିବା — Promise or vow made or taken before a deity
  • ଦେ. ବି (ସଂ. ମାନସ) — [ଉ—ଦିଲ୍ଲିପୁରୀ—ଶିରୋଦେଶ ପୂରିଲା ଏରୂପେ, ଅବଳା ବିଳାପେ, ବଳି ବ୍ରତର ମନାସେ— ରାଧାନାଥ. ମହାଯତ୍ରା।]