ମନାସ ଚମ୍ପା Manāsa champā

  • ପ୍ରାଦେ. (ଗଞ୍ଜାମ; ଜୟପୁର; ବିଶାଖାପାଟଣା) — ଚିନି ଚମ୍ପା — Artabotrys Odoratissimus (flowering creeper)
  • ପ୍ରାଦେ. (ଗଞ୍ଜାମ; ଜୟପୁର; ବିଶାଖାପାଟଣା) — [ଦ୍ର—ଏହା ଲତା, ଗଛରେ ମାଡ଼େ। ଫୁଲଶାଗୁଣାର ବର୍ଣ୍ଣ ପତ୍ର ପରି, ଗଛରେ ଫୁଲ ଫୁଟିଥିଲେ ଚାରିଆଡ଼ ମହକୁଥାଏ।]