ମନାସଫ୍ Manāsaph
- ବୈଦେ. ବିଣ (ଆ, ମୁନାସିବ୍; କଚିରିଆ) — ପସନ୍ଦ ସହିତ; ମନୋମତ — According to one's choice or pleasure
- ବୈଦେ. ବିଣ (ଆ, ମୁନାସିବ୍; କଚିରିଆ) — ଉପଯୁକ୍ତ; ସଙ୍ଗତ; ଉଚିତ — Proper; fit
- ବୈଦେ. ବିଣ (ଆ, ମୁନାସିବ୍; କଚିରିଆ) — ଯଥାଯୋଗ୍ୟ — Suitable
- ବୈଦେ. ବିଣ (ଆ, ମୁନାସିବ୍; କଚିରିଆ) — [ଯଥା—ମକଦମାର ଅବସ୍ଥା ଦେଖି ମନାସଫ୍ ହୁକୁମ ଦିଆଯିବ।]