ମନାଦି ଦେବା Manādi debā
- ଦେ. କ୍ରି. (ଆ. ମୁନାଦୀ) (କଚିରିଆ) — ଢଙ୍କା ପିଟିବାଦ୍ୱାରା ଘୋଷଣ କରିବା; ଧେଣ୍ଡୁରା ଦେବା — To proclaim by beat of drum
- ଦେ. କ୍ରି. (ଆ. ମୁନାଦୀ) (କଚିରିଆ) — ଘୋଷଣା ଦେବା ଉପଲକ୍ଷରେ (ମନାଦିଦାର) ଢଙ୍କା ବଜାଇବା — To beat the drum (said of the drummer) on the occasion of a proclamation