ମନ ଚୋରା Mana chorā

  • ଦେ. ବି (ସଂ. ମନସ୍+ଚୌର) — ଚିତ୍ତ ଚୋର; ପ୍ରିୟତମ ଲୋକ; ପ୍ରଣୟୀ ବ୍ଯକ୍ତି — Lover; one's beloved person
  • ଦେ. ବିଣ — ମନୋମୋହକର — Enchanting; very charming