ମନ ଚୋରେଇବା Mana choreibā

  • ଦେ. କ୍ରି — ଅନ୍ୟକୁ ପ୍ରେମମୁଗ୍ଧ କରିବା; ପ୍ରେମ ଦ୍ୱାରା ଅନ୍ୟକୁ ବଶୀଭୂତ କରିବା — To charm a person with love; to steal another's heart