ମନ ଜଗିବା Mana jagibā

  • ଦେ. କ୍ରି — ଅନ୍ୟର ମନୋଗତ ଭାବକୁ ରକ୍ଷା କରି କାର୍ଯ୍ୟ କରିବା; ସନ୍ତୁଷ୍ଟ କରିବା — To please a person; to act in such a manner that the person concerned will be pleased or humoured; to humour a person by acts and words
  • ଦେ. କ୍ରି — [ଉ—ତୁ କେବଳ ଭକ୍ତ— ବତ୍ସଳା, ଭକ୍ତ ମନ ରଖିବାକୁ ସଦା ବ୍ୟାକୁଳା। ନୀଳମଣି ଆତ୍ମା ନିବେଦନ।]