ମନ ଚଗଲେଇବା Mana chagaleibā

  • ଦେ. କ୍ରି — କୌଣସି ବିଷୟ ପ୍ରତି ମନୋ— ଯୋଗ ନ ଦେଇ ମନକୁ ଏଣେ ତେଣେ ଖେଳାଇବା; ମନକୁ ବିକ୍ଷିପ୍ତ କରିବା — To cause one's mind to wander away from a matterr