ମତାଲବି Matālabi
- ବୈଦେ. ବିଣ (ଆ. ମଲତବୀ) — ଯାହାର ଅଭିସନ୍ଧି ଅଛି — Having an aim or motive in view
- ବୈଦେ. ବିଣ (ଆ. ମଲତବୀ) — ସ୍ୱେଚ୍ଛାଚାରୀ; ଖିଆଲୀ — Acting according to one's whims; wayward; whimsical
- ବୈଦେ. ବିଣ (ଆ. ମଲତବୀ) — ଫନ୍ଦୀବାଜ୍; କୂଟବୁଦ୍ଧିଯୁକ୍ତ; କୌଶଳୀ — Strategist; crafty; designing
- ବୈଦେ. ବିଣ (ଆ. ମଲତବୀ) — ସ୍ୱାର୍ଥପର — Selfish