ମତି ଗତି Mati gati

  • ଦେ. ବି (ସହଚର ଶବ୍ଦ; ସଂ. ମତି+ଗତି) — ଆନ୍ତରିକ ଉଦ୍ଦେଶ୍ୟ ଓ ବାହ୍ୟ ପ୍ରଚେଷ୍ଟ ବା କ୍ରିୟାକଳାପ — Intention and outward expressions or movements
  • ଦେ. ବି (ସହଚର ଶବ୍ଦ; ସଂ. ମତି+ଗତି) — ତଙ୍ଗଢାଙ୍ଗ; ମାନସିକ ଓ ବାହ୍ୟ ଅବସ୍ଥା — Inward and outward condition
  • ଦେ. ବି (ସହଚର ଶବ୍ଦ; ସଂ. ମତି+ଗତି) — ମନର ଭାବ — Mental condition; mentality; attitude