ମତି ଗର୍ଭ Matigarbha

  • ସଂ. ବିଣ. ପୁଂ, (ବହୁବ୍ରୀହି) — ବୁଦ୍ଧିମାନ୍ (ହି. ଶ) — Intelligent
  • ସଂ. ବିଣ. ପୁଂ, (ବହୁବ୍ରୀହି) — ଚତୁର (ହି. ଶ) — Clever
  • ସଂ. ବିଣ. ପୁଂ, (ବହୁବ୍ରୀହି) — ହୁସିଆର୍ (ହି. ଶ) — Cautious; prudent