ମତି ବିଭ୍ରଂଶ Mati bibhraṁṡa

  • ସଂ. ବି. ( 6 ଷ୍ଠୀ ତତ୍) — ବୁଦ୍ଧି ଶକ୍ତିର ବିନାଶ — Loss of intelligence
  • ସଂ. ବି. ( 6 ଷ୍ଠୀ ତତ୍) — ସ୍ମୃତିଶକ୍ତିର ଲୋପ — Loss of memory
  • ସଂ. ବି. ( 6 ଷ୍ଠୀ ତତ୍) — ଉନ୍ମାଦ ରୋଗ (ହି. ଶ) — Madness; mania; derangement of brain