ମଟକାଇବା Maṭakāibā

  • ଦେ. କ୍ରି — ଆଖି ମିଟିମିଟି କରିବା — To open and shut one's eyes repeatedly; to twinkle; to wink
  • ଦେ. କ୍ରି — ମଟମଟ କରି ଚାହିଁବା — To stare
  • ଦେ. କ୍ରି — ନୟନ ଭଙ୍ଗି କରିବା; ଆଖି ମିଟିକା ମାରିବା — To show signs of amorousness by suggestive winks