ମଟକ Maṭaka

  • ଦେ. ବି. (ସଂ. ପଲକ) — ଚକ୍ଷୁର ପଲକ; ଆଖି ମିଟିକା — The wink of the eye; the twinkling of the eye
  • ଦେ. ବି. (ସଂ. ପଲକ) — ପଲକପତନମାତ୍ର କାଳ — A twinkle
  • ଦେ. ବି. (ସଂ. ପଲକ) — ମିଟିକା (ଦେଖ) — Miṭikā (See)