ମଟକା ପାଣି Maṭakā pāṇi
- ଦେ. ବି — ଚାଳର ମଥାନରୁ ଯେଉଁ ବର୍ଷାପାଣି ଘର ଭିତରକୁ ଗଳିପଡ଼େ — Water leaking through the holes near the knots of the roofs of a thatched house
- ଦେ. ବି — [ଦ୍ର— ପ୍ରଥମ ଅସରା ବରଷାରେ ମଟକା ପାଣି ପଡ଼େ; କିନ୍ତୁ ପରେ ସେହି ଲଇଗଣ୍ଠିରେ କଣାମାନ ମନକୁ ବୁଜି ହୋଇଯାଏ ଓ ସେବାଟେ ପାଣି ଗଡ଼େ ନାହିଁ।]