ମକରନ୍ଦ Makaranda
- ସଂ. ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) — ପୁଷ୍ପରସ; ପୁଷ୍ପ ମଧୁ — Honey inside flower
- ସଂ. ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) — କୁନ୍ଦ ଫୁଲ ଗଛ — A kind of flower plant
- ସଂ. ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) — କିଞ୍ଜଳ୍ମ; ପୁଷ୍ପରେଣୁ — pollen of flowers
- ସଂ. ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) — କୋକିଳ — The cuckoo (Apte)
- ସଂ. ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) — ମଧୁମକ୍ଷିକା — A bee (Apte)
- ସଂ. ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ) — ସୁବାସିତ ଆମ୍ର ବୃକ୍ଷବିଶେଷ — A kind of fragrant mango tree (Apte)
- ଦେ. ବି—(ନାମ) — ଜ୍ୟୋତିଷିକ ସାରଣୀ ଗ୍ରନ୍ଥାକାର ସ୍ୱନାମଖ୍ୟାତ ବ୍ରାହ୍ମଣ — The name of the author of an astronomical work Ṡāraṇī who was a Brāhmaṇa