ମକର ମଙ୍ଗଳ Makara maṅgaḻa

  • ସଂ. ବି — ମନୁଷ୍ୟର ଜନ୍ମକାଳୀନ ଜ୍ୟୋତିଷୋକ୍ତ ଶୁଭ— ଯୋଗବିଶେଷ; ଜାତକରେ ମଙ୍ଗଳ ଗ୍ରହ ମକର ରାଶିରେ ରହିଥିଲେ ଏହି ଯୋଗ ହୁଏ — An auspicious conjuction of the planet Mars with the sign of Capricorn at one's birth
  • ସଂ. ବି — [ଦ୍ର—ମନୁଷ୍ୟର ଜନ୍ମ ସମୟରେ ମଙ୍ଗଳ ଗ୍ରହ ମକର ରାଶିର ଗୃହରେ ଥିଲେ ଉକ୍ତ ବ୍ଯକ୍ତି ସୁଖୀ ଓ ଧନବାନ୍ ହୁଏ।]