ମକର ବାଲୁଆ Makara bāluā

  • ପ୍ରାଦେ. (ଗଞ୍ଜାମ) ବି — ଯେଉଁ କାଠଖଣ୍ଡ ଦ୍ୱାରା ଶଗଡ଼ର ଦୁଇଟି ଦଣ୍ଡା ଅଗ ପାଖରେ ଅର୍ଥାତ୍ ଯୁଆଳିର ମଧ୍ୟସ୍ଥଳର ନିମ୍ନରେ ଯୋଡ଼ା ହୋଇଥାଏ — A wooden pin joining the 2 beams of a cart on the front (where taper to a point)