ମକର ବାହିନୀ Makara bāhinī

  • ସଂ. ବି. ସ୍ତ୍ରୀ—(ମକର+ବହ ଧାତୁ+କର୍ତ୍ତୃ. ଇନ୍+ ସ୍ତ୍ରୀ. ଈ) — ଜାହ୍ନବୀ; ଗଙ୍ଗା — The river Ganges