ମକଦ୍ଦମ Makaddama

  • ବୈଦେ. ବି—(ଫା. ମୁକଦ୍ଦମ୍=ଶ୍ରେଷ୍ଠ; ପ୍ରାଚୀନ) — ଜମିଦାର ଓ ପ୍ରଜାଙ୍କର ମଧ୍ୟସ୍ଥିତ ମଧ୍ୟ— ସ୍ୱତ୍ୱଧିକାରି; ଯେଉଁ ବ୍ଯକ୍ତି ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ଆପଣାର ନିର୍ଦ୍ଧାରିତ ମାଲିକାନା କାଟି ନେଇ ବାକି ଖଜଣା ଜମିଦାରଙ୍କୁ ଦିଏ — A tenure holder under a zamindar
  • ବୈଦେ. ବି—(ଫା. ମୁକଦ୍ଦମ୍=ଶ୍ରେଷ୍ଠ; ପ୍ରାଚୀନ) — ଗ୍ରାମାଧିକାରୀ — The proprietor of a village
  • ବୈଦେ. ବି—(ଫା. ମୁକଦ୍ଦମ୍=ଶ୍ରେଷ୍ଠ; ପ୍ରାଚୀନ) — ଗ୍ରାମର ସରଦାର — Village headman
  • ବୈଦେ. ବି—(ଫା. ମୁକଦ୍ଦମ୍=ଶ୍ରେଷ୍ଠ; ପ୍ରାଚୀନ) — [ଉ—ଲୋକେ ପଚାରିଲେ କି ବୋଲି ବୋଲିବି? ମୁ ତାକୁ ଗାଆଁ ମକଦମ ଝିଅ। [ଢଗ।]
  • ବୈଦେ. ବି—(ଫା. ମୁକଦ୍ଦମ୍=ଶ୍ରେଷ୍ଠ; ପ୍ରାଚୀନ) — ରେଳବାଇ କୁଲିଦଳଙ୍କ ସରଦାର — A sardar of a gang Railway coolies
  • ପ୍ରାଦେ. (ସମ୍ବଲପୁର) ବି — ଡେପୁଟି କମିସନର୍ ବା ତହସିଲଦାରଙ୍କ ଦ୍ୱାରା ନିଯୁକ୍ତ ଗ୍ରାମର ଶାସନାଧିକାରୀ ବ୍ଯକ୍ତି — Executive head of a village appointed by the Deputy Commisioner or Tahasildar