ମକମକ ହେବା Makamaka hebā

  • ଦେ. କ୍ରି. (ସଂ. ମକମକାୟତେ) — (ଭେକ) ମକମକ ଶବ୍ଦ କରିବା — To croak (said of a frog)
  • ଦେ. କ୍ରି. (ସଂ. ମକମକାୟତେ) — ଚିତ୍କାର କରିବା — To make loud noise
  • ଦେ. କ୍ରି. (ସଂ. ମକମକାୟତେ) — ଯୌବନରେ କାମଜ୍ୱାଳା ଯୋଗୁଁ ମତ୍ତତା ପ୍ରକାଶ କରିବା — To exhibit external signs of[synonym(s):কসমসানাमटकना]unsatiated lust; to flirt
  • ଦେ. କ୍ରି. (ସଂ. ମକମକାୟତେ) — [ଦ୍ର—ଏହି ଅର୍ଥରେ କାମୋନ୍ମତ୍ତା ଯୁବତୀମାନଙ୍କ ପକ୍ଷରେ ଏ ଶବ୍ଦ ବିଶେଷତଃ ବ୍ୟବହୃତ ହୁଏ]
  • ଦେ. କ୍ରି. (ସଂ. ମକମକାୟତେ) — ଧୃଷ୍ଟତା ପ୍ରକାଶ କରିବା — To exhibt impudence
  • ଦେ. କ୍ରି. (ସଂ. ମକମକାୟତେ) — (ମନ୍ଦାର୍ଥ) ଅସ୍ଥିରତା ପ୍ରକାଶ କରିବା; ହମହମ ହେବା — (bad sense) To show signs of restlessness