ମକମକାଇବା Maka makāibā
- ଦେ. କ୍ରି—(ସଂ. ମକମକାୟତେ) — ମକ ମକ ହେବା (ଦେଖ) — Makamaka hebā (See)
- ଦେ. କ୍ରି—(ସଂ. ମକମକାୟତେ) — ଉନ୍ମତ୍ତ କରାଇବା — To intoxicate
- ଦେ. କ୍ରି—(ସଂ. ମକମକାୟତେ) — ଧୃଷ୍ଟ କରାଇବା — To make impudent
- ଦେ. କ୍ରି—(ସଂ. ମକମକାୟତେ) — [ଉ— ତାକୁ ଭାତ ମକମକଉଛି, ନାଁ ବୟସ ମକମକଉଛି? ଢଗ।]
- ଦେ. କ୍ରି—(ସଂ. ମକମକାୟତେ) — ବିରହରେ ଅସ୍ଥିର ହେବା — To feel restless and sickly owing to one's separation from the beloved