ଭଡ଼କେଇବା Bhaṟḍ̠akeibā
- ଦେ. କ୍ରି (ଭଡ଼କିବାର ଣିଜନ୍ତ) — ଭଟକାଇବା; ହୁରୁଡ଼ାଇବା — To scare away
- ଦେ. କ୍ରି (ଭଡ଼କିବାର ଣିଜନ୍ତ) — ଭୟ ଦେଖାଇବା; ଧମକାଇବା; ଚମକାଇବା — To frighten; to terrify; to threaten
- ଦେ. କ୍ରି (ଭଡ଼କିବାର ଣିଜନ୍ତ) — କୌଣସି ପଦାର୍ଥକୁ (ଯଥା— କଲିଚୂନର ଶିପକୁ) ପାଣିରେ ପକାଇ ଭଡ଼ ଭଡ଼ ଶବ୍ଦ କରାଇବା ଓ ଚୂନ ତୟାର କରିବା — To cause a thing to bubble (as in slaking lime); to slake burnt shells or lime into quick lime
- ଦେ. କ୍ରି (ଭଡ଼କିବାର ଣିଜନ୍ତ) — (ମୁହଁରେ) ଦାମ୍ଭିକତା ପ୍ରକାଶ କରିବା; ଭୁରୁଡ଼ ଦେଖାଇବା (ଯଥା—ମୁହଁ ଭଡ଼କାଇବା) — To indulge in bravado