ଭଡ଼ା Bhaṟḍ̠ā

  • ଦେ. ବି. (ସଂ. ଭାଟକ) — ଗୃହ, ଯାନ ଆଦି ବ୍ୟବହାର କରିବା ନିମନ୍ତେ ଗୃହସ୍ୱାମୀଙ୍କୁ ବା ଯାନସ୍ୱାମୀଙ୍କୁ ଦିଆ ଯିବା ଧନ, (ଯଥା—ଘରଭଡ଼ା; ଗାଡ଼ିଭଡ଼ା) — Hire for use of a house or conveyance
  • ଦେ. ବି. (ସଂ. ଭାଟକ) — (ଅଶିଷ୍ଟାର୍ଥ) ବିଟପୀ ସ୍ତ୍ରୀର ଅର୍ଜ୍ଜିତ ପାପଧନ — Wages of infamy earned by an adulteress
  • ଦେ. ବି. (ସଂ. ଭାଟକ) — ଆପଣାର ଦ୍ରବ୍ୟକୁ ଅନ୍ୟ ବ୍ୟକ୍ତି ବ୍ୟବହାର କରିବାର ମୂଲ୍ୟସ୍ୱରୂପ ଦ୍ରବ୍ୟସ୍ୱାମୀକୁ ଧନ ଦେବାର ରୀତି — The system of hire or letting out
  • ଦେ. ବି. (ସଂ. ଭାଟକ) — ଖଣ୍ଡେ ଗାଡ଼ିରେ ବୋଝାଇ ହୋଇ ପାରିବା ପରିମିତ ବସ୍ତୁ — A cart- load of things
  • ଦେ. ବି. (ସଂ. ଭାଟକ) — ଏକା ହପ୍ପାକେ ଚାଲିବା ବାଟ ବା ଦୂରତ୍ୱ; ଭେରା — Distance walked by a person at one stretch
  • ଦେ. ବି. (ସଂ. ଭାଟକ) — । ପାହୁଣ୍ଡ — 6. Step; foot-step; pace
  • ଦେ. ବି. (ସଂ. ଭାଟକ) — (ଉ—ଦୁଃଶାସନର ତ ନାହିଁଟି କିଛି ବୀଡ଼ା, ପଳାଇଲା ପଛକୁ କାଢ଼ି କରି ଭଡ଼ା। କୃଷ୍ଣସିଂହ. ମହାଭାରତ. ବିରାଟ।)
  • ଦେ. ବି. (ସଂ. ଭାଟକ) — ରେଳ ଆଦିରେ ଯିବା ବ୍ୟକ୍ତିର ଦେୟ ଧନ — Fare for travelling in rail or ship
  • ଦେ. ବିଣ — ବହୁ ପରିମିତ — In large quantity
  • ଦେ. ବିଣ — ଗାଡ଼ିପରିମିତ — cart-loads of
  • ଦେ. ବିଣ — (ଯଥା—ତିନି ଭଡ଼ା କାଠ ଆଣିବ।)
  • ଦେ. ବିଣ — ଭଡ଼ା ଲାଗିବାରେ ବ୍ୟବହୃତ — Let out on hire