ଭଡଙ୍ଗିୟା Bhaṟḍ̠aṅgyā

  • ଦେ. ବିଣ. — ବାହ୍ୟାଡ଼ମ୍ବରବିଶିଷ୍ଟ — Ostentatious; grand
  • ଦେ. ବିଣ. — ଚକଚକିଆ — Bright; dazzling
  • ଦେ. ବିଣ. — ବାଗାଡ଼ମ୍ବରଯୁକ୍ତ — Bragging
  • ଦେ. ବି — ଆଡ଼ମ୍ବର କରିବା ବ୍ୟକ୍ତି — A braggart