ଭଡ଼କିବା Bhaṟḍ̠akibā
- ଦେ. କ୍ରି — ଭଟକିବା (ଦେଖ) — Bhaṭakibā (See)
- ଦେ. କ୍ରି — କ୍ଷେତରେ ଦିଆଯିବା ସାର ଅତିରିକ୍ତ ରୂପେ ବଳିଷ୍ଠ ହେବା ଯୋଗୁଁ ସେଥିରେ ଉଠିବା ଚାରା ଆଦି (ଯଥା—ଧାନ; ଆଖୁ) ଅତିରିକ୍ତରୂପେ ବଢ଼ିଯାଇ ଉପଯୁକ୍ତ ଫଳ ନ ଧରିବା — Said of plants growing too lustily (owing to excess of manure) and so not producing a good harvest
- ଦେ. କ୍ରି — ଭୟ କରି ପଳାଇବା; ହୁର୍ଡ଼ିବା — To flee away through fear, to be scared away
- ଦେ. କ୍ରି — ଭୟବିହ୍ୱଳ ହେବା; ଚମକିବା — To shy; to be frightened