ଭୋଗବଟା Bhoga baṭā

  • ପ୍ରାଦେ. (ଗଞ୍ଜାମ) ବି — ବିଷୟାଦିରେ ବିଶେଷ ଜ୍ଞାନ — Intimate knowledge of a matter
  • ପ୍ରାଦେ. (ଗଞ୍ଜାମ) ବି — ଅଭିଜ୍ଞତା; ପ୍ରବୀଣତା; ଅନୁଭବ — Experience
  • ପ୍ରାଦେ. (ଗଞ୍ଜାମ) ବି — ବୈଷୟିକ ବିବରଣ — Material description