ଭୋଗବାନ୍ Bhogabān
- ସଂ. ବିଣ. ପୁଂ (ଭୋଗ+ବତ୍; ଭୋଗବତ୍ 1 ମା. 1 ବ) — ଭୋଗୀ — Enjoying
- ସଂ. ବିଣ. ପୁଂ (ଭୋଗ+ବତ୍; ଭୋଗବତ୍ 1 ମା. 1 ବ) — ସୁଖୀ — Happy (Apte)
- ସଂ. ବିଣ. ପୁଂ (ଭୋଗ+ବତ୍; ଭୋଗବତ୍ 1 ମା. 1 ବ) — ସୁଖପ୍ରଦ — Delightful (Apte)
- ସଂ. ବିଣ. ପୁଂ (ଭୋଗ+ବତ୍; ଭୋଗବତ୍ 1 ମା. 1 ବ) — ଫଣାଯୁକ୍ତ — Hooded (serpent)
- ସଂ. ବିଣ. ପୁଂ (ଭୋଗ+ବତ୍; ଭୋଗବତ୍ 1 ମା. 1 ବ) — କୁଣ୍ଡଳ ଯୁକ୍ତ — Having coils (Apte)
- ବି — ଫଣୀ; ସର୍ପ — Serpent
- ବି — ନୃତ୍ୟ ଗୀତ — Music and dance dancing; acting and singing together (Apte)
- ବି — ପର୍ବତ — Mountain (Apte)