ଭୋଗ ହେବା Bhoga hebā

  • ଦେ. କ୍ରି — (କୌଣସି ସମ୍ପତ୍ତି କୌଣସି ବ୍ଯକ୍ତିଦ୍ୱାରା) ଉପଭୁକ୍ତ ହେବା — To be enjoyed (anything by any person)
  • ଦେ. କ୍ରି — (ଦୁଃଖ ସୁଖ ଆଦି) ଅନୁଭବରେ ଆଣିବା — To be experienced or undergone (happiness or suffering)
  • ଦେ. କ୍ରି — (ସମୟ) ଅତିବାହିତ ହେବା — To pass (said of time)