ଭୋଗ ଲଗାଇବା Bhoga lagāibā

  • ଦେ. କ୍ରି — ଦେବତାଙ୍କୁ ମନ୍ତ୍ରାଦି ଉଚ୍ଚାରଣପୂର୍ବକ ନୈବେଦ୍ୟ ଅର୍ପଣ କରିବା — To offer an offering to a Deity by pronouncing incantations