ଭେରେଷା Bhereshā
- ଦେ. ବିଣ. [ସଂ. ଭ୍ରେଷ=ଅନ୍ଯାୟ, ପାପ ବା କୁପଥ ଗମନ (ଆପ୍ତେ) ବା ସଂ. ହ୍ରେଷା=ଅଶ୍ୱର ରାବ;ଯେ ଅଶ୍ୱର ରାବପରି ହସେ] — ଭାଣ୍ଡ; ନିର୍ଲଜ୍ଜ — Shameless; laughing immoderately
- ଦେ. ବିଣ. [ସଂ. ଭ୍ରେଷ=ଅନ୍ଯାୟ, ପାପ ବା କୁପଥ ଗମନ (ଆପ୍ତେ) ବା ସଂ. ହ୍ରେଷା=ଅଶ୍ୱର ରାବ;ଯେ ଅଶ୍ୱର ରାବପରି ହସେ] — [ଦ୍ର—ଯେଉଁ ଲୋକ ନିର୍ଲଜ୍ଜ ଭାବରେ ବଡ଼ ପାଟି କରି ହସେ ଓ କଥା କହେ ତାହାକୁ ଭେରେଷା କୁହାଯାଏ।]