ଭେରୀ Bherī
- ସଂ. ବି (ଭୀ ଧାତୁ=ଭୀତ ହେବା+ରି; +ଈ) — ଋଣ ଢକ୍କା; ପଟହ — War drum
- ଦେ. ବି — ତୁରୀ; ବଡ଼ କାହାଳୀ — A long trumpet
- ଦେ. ବି — [ଉ— ଭୂପତି ଇଙ୍ଗିତେ ଭୈରବେ ବାଜିଲା ସଙ୍କେତ ଭେରୀ। ରାଧାନାଥ. ଉଷା।] [ଦ୍ର—ଭେରିର ସଂସ୍କୃତ ଅର୍ଥ ଠାରୁ ଓଡ଼ିଆ ଭାଷାରେ ବ୍ଯବହୃତ ଅର୍ଥ (ତୁରୀ) ପୃଥକ୍ ଅଟେ। ହିନ୍ଦିରେ ଓ ବଙ୍ଗଳାରେ ଏହି ଶବ୍ଦ ସଂସ୍କୃତ ଭାଷାଗତ ଅର୍ଥ (ଢକ୍କା) ରେ ବ୍ଯବହୃତ ହୁଏ।]
- ଦେ. ବି — ଭେରୁ (ଦେଖ) — Bheru (See)