ଭେର୍ଲିହା Bher-lihā

  • ପ୍ରାଦେ. (ସମ୍ବଲପୁର) ବିଣ — ଅକୁଳା; ସମାଜ ପରିତ୍ୟାଗ କରିଥିବା (ବ୍ଯକ୍ତି) — Out-casted
  • ପ୍ରାଦେ. (ସମ୍ବଲପୁର) ବିଣ — ବିଟାଳିଆ — Taking food cooked by others irrespective of caste-consideration