ଭେଲ Bhela
- ଦେ. ବିଣ [ସଂ. ମିଳ୍, ଧାତୁ; ତୁଳ. ତା ଭେଲିରୂପା] — ନକଲି; କୃତ୍ରିମ — Artificial; counter
- ଦେ. ବିଣ [ସଂ. ମିଳ୍, ଧାତୁ; ତୁଳ. ତା ଭେଲିରୂପା] — ଅବିଶୁଦ୍ଧ — Impure
- ଦେ. ବିଣ [ସଂ. ମିଳ୍, ଧାତୁ; ତୁଳ. ତା ଭେଲିରୂପା] — ମିଶ୍ରିତ — Adulterated; alloyed
- ଦେ. ବିଣ [ସଂ. ମିଳ୍, ଧାତୁ; ତୁଳ. ତା ଭେଲିରୂପା] — [ଉ—ଭଲ ସୁନା ବୋଲି ଭବେ ଯେ ବିଳସେ, ଭେଲ ସୁନା ଚିତ୍ରଗୁପ୍ତର ନିକଷେ। ରାଧାନାଥ. ଦରବାର।]
- ବି — ସୁନା ଆଦିରେ ମିଶିବା ନିକୃଷ୍ଟ ଧାତୁ — Alloy; base metals added to gold
- ବି — [ଉ—ଭଲ ସୁନା ବୋଲି ଭବେ ଯେ ବିଳସେ, ଭେଲ ସିନା ଚିତ୍ରଗୁପ୍ତର ନିକଷେ। ରାଧାନାଥ. ଦରବାର।]
- ବି — କୃତ୍ରିମ ପଦାର୍ଥ — Artificial thing; a counterfeit
- ବି — ମନ୍ଦ ଦ୍ରବ୍ୟ ମିଶ୍ରିତ ପଦାର୍ଥ — Adulterated article
- ବି — ଜାଲ୍ ଟଙ୍କା — Counterrfeit coin