ଭିତରିଆ Bhitariā
- ଦେ. ବିଣ—(ସଂ. ଆଭ୍ୟନ୍ତରିକ) — ଆଭ୍ୟନ୍ତରୀଣ — Internal; inner
- ଦେ. ବିଣ—(ସଂ. ଆଭ୍ୟନ୍ତରିକ) — ଅନ୍ତଃପୁର ସମ୍ବନ୍ଧୀୟ — Relating to the harem
- ଦେ. ବିଣ—(ସଂ. ଆଭ୍ୟନ୍ତରିକ) — ରହସ୍ୟ ଭେଦକାରୀ — Prying into or unravelling secrets
- ଦେ. ବିଣ—(ସଂ. ଆଭ୍ୟନ୍ତରିକ) — ଆନ୍ତରିକ; ମାନସିକ — Inward; mental
- ଦେ. ବିଣ—(ସଂ. ଆଭ୍ୟନ୍ତରିକ) — ଗୁପ୍ତ — Secret
- ଦେ ବି — ରହସ୍ୟ ଭେଦକାରୀ ବ୍ଯକ୍ତି — One who pries into or unravels secrets