ଭିତରି ଖବର Bhitari khabara

  • ଦେ. ବି (ସଂ. ଅଭ୍ୟନ୍ତରିକ+ଫା. ଖବର୍) — ଆଭ୍ୟନ୍ତରୀଣ ସମ୍ବାଦ — News about internal affairs
  • ଦେ. ବି (ସଂ. ଅଭ୍ୟନ୍ତରିକ+ଫା. ଖବର୍) — ଗୁପ୍ତ ଖବର — Secret news
  • ଦେ. ବି (ସଂ. ଅଭ୍ୟନ୍ତରିକ+ଫା. ଖବର୍) — ଗୋପନୀୟ ସଂବାଦ — Confidential information
  • ଦେ. ବି (ସଂ. ଅଭ୍ୟନ୍ତରିକ+ଫା. ଖବର୍) — ଅନ୍ତଃପୁରରୁ ଆସିଥିବା ସଂବାଦ — News sent from the harem by the Ranees