ଭିତରେ Bhitare
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ଅନ୍ତଃସ୍ଥଳରେ — 1. Inside
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — (ଉ —ବାହାରେ — (ଉ—ବାହାରେସାରୁ ଭିତରେ ମାରୁ ଢଗ)[synonym(s):ভিতরেभितर]2 ଅନେକଙ୍କ ମଧ୍ୟରେ—2. Amongst (many).(ଉ— କୋଟିଏ ଭିତରେ ଗୋଟିଏ ମଣିଷ ଦେଖିଲିତ ନାହିଁ ଡୋଳେ ଢଗ)3 ହୃଦୟରେ; ମନରେ—3. In the heart; mentally.4 ଦେହି; ଦ୍ୱାରା—4. By.(ଯଥା— ତୋ ଭିତରେ ଯାହା ହେବ ତାହା ତୁ କର)5 ଗୋପନରେ; ଗୁପ୍ତରେ; ଲୋକ ନୟନ ଅଗୋଚରରେ— 5. Secretly.(ଉ—ଦିହରେ ମାରିଛି ବହୁତ ଛାପ, ଭିତରେ କରୁଛି ଅପାର ପାପ ଢଗ)6 ସମୟର ସୀମା ମଧ୍ୟରେ— 6. Within the time-limit of; during.(ଉ—ତେତେବେଳେ ଭିତରେ ସୀତାଙ୍କୁଟି ନେଇ, ସମର୍ପ ଶ୍ରୀରାମଙ୍କୁ ଆମ୍ଭେ କହୁଥାଇଁ କୃଷ୍ଣସିଂହ. ମହାଭାରତ. ବନ)
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ସାରୁ ଭିତରେ ମାରୁ । ଢଗ।)
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ଅନେକଙ୍କ ମଧ୍ୟରେ — Amongst (many)
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — (ଉ— କୋଟିଏ ଭିତରେ ଗୋଟିଏ ମଣିଷ ଦେଖିଲିତ ନାହିଁ ଡୋଳେ। ଢଗ)
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ହୃଦୟରେ; ମନରେ — In the heart; mentally
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ଦେହି; ଦ୍ୱାରା — By
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — (ଯଥା— ତୋ ଭିତରେ ଯାହା ହେବ ତାହା ତୁ କର)
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ଗୋପନରେ; ଗୁପ୍ତରେ; ଲୋକ ନୟନ ଅଗୋଚରରେ — Secretly
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — (ଉ—ଦିହରେ ମାରିଛି ବହୁତ ଛାପ, ଭିତରେ କରୁଛି ଅପାର ପାପ। ଢଗ।)
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — ସମୟର ସୀମା ମଧ୍ୟରେ — Within the time-limit of; during
- ଦେ. କ୍ରି. ବିଣ; ଅବ୍ଯୟ (ସଂ. ଅଭ୍ୟନ୍ତର) — (ଉ—ତେତେବେଳେ ଭିତରେ ସୀତାଙ୍କୁଟି ନେଇ, ସମର୍ପ ଶ୍ରୀରାମଙ୍କୁ ଆମ୍ଭେ କହୁଥାଇଁ। କୃଷ୍ଣସିଂହ. ମହାଭାରତ. ବନ।)