ଭିତରି କଥା Bhitari kathā
- ଦେ. ବି—(ସଂ. ଆଭ୍ୟନ୍ତରିକ+କଥା) — ଗୁପ୍ତ କଥା — Secret or confidential matter
- ଦେ. ବି—(ସଂ. ଆଭ୍ୟନ୍ତରିକ+କଥା) — ଆଭ୍ୟନ୍ତରୀଣ ବିଷୟ — Internal affair
- ଦେ. ବି—(ସଂ. ଆଭ୍ୟନ୍ତରିକ+କଥା) — ଅବୈଧ ଉପାୟ — Underhand means
- ଦେ. ବି—(ସଂ. ଆଭ୍ୟନ୍ତରିକ+କଥା) — ଆନ୍ତରିକ ଇଚ୍ଛା — Inward wish