ଭାସ୍କର Bhāskara

  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ଦିବାକର; ସୂର୍ଯ୍ୟ — The sun
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ଅଗ୍ନି — Fire
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ସିଦ୍ଧାନ୍ତଶିରୋମଣି ପ୍ରଭୃତି ଗ୍ରନ୍ଥ ରଚୟିତା ଭାସ୍କରାଚାର୍ଯ୍ୟ — Name of a celebrated astronomer
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ବୀର — Warrior
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ଧାତୁ ପ୍ରସ୍ତରାଦିରେ କାରୁକାର୍ଯ୍ୟ ସଂଗଠନ— କାରୀ — An artist in stone or metal
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ଅର୍କଗଛ — Calotropis Gigantea (Plant)
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ସୁବର୍ଣ୍ଣ — Gold
  • ସଂ. ବି. (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ) — ଶିବ (ହି. ଶ) — Ṡiba
  • ସଂ. ବିଣ — ଦୀପ୍ୟମାନ — Lustrous; dazzling
  • ଦେ. ବି — କର୍ପୂର — Camphor