ଭଲ ଦିନ Bhala dina

  • ଦେ. ବି (ସଂ. ଭଦ୍ର+ଦିନ) — ଉତ୍ସବ ଦିବସ — A holiday; a festival day
  • ଦେ. ବି (ସଂ. ଭଦ୍ର+ଦିନ) — ଜ୍ୟୋତିଷ ମତରେ ଶୁଭଦିନ — A propitious day according to astrological calculation
  • ଦେ. ବି (ସଂ. ଭଦ୍ର+ଦିନ) — ମେଘ, ବୃଷ୍ଟି ଆଦି ରହିତ ଦିବସ — A clear day
  • ଦେ. ବି (ସଂ. ଭଦ୍ର+ଦିନ) — ଯେଉଁ ଦିବସଟି ମନୁଷ୍ୟ ସୁଖରେ କଟାଏ — A happy day for a man