ଭଲ କରିବା Bhala karibā

  • ଦେ. କ୍ରି — ଚିକିତ୍ସା ଦ୍ୱାରା ରୋଗୀକୁ ଆରୋଗ୍ୟ କରିବା — To cure of any sickness by treatment
  • ଦେ. କ୍ରି — କୌଣସି ବ୍ଯକ୍ତିର ଉପକାର କରିବା — To benefit a person
  • ଦେ. କ୍ରି — ଉତ୍ତମ କାର୍ଯ୍ୟ କରିବା — To do a good act
  • ଦେ. କ୍ରି — ଉତ୍ତମ ଫଳ ଦେଖାଇବା — To show good result